28.3 C
Bhubaneswar
Saturday, June 20, 2026
Homeଅପରାଧଦୁଷ୍କର୍ମ ମାମଲାରେ ଯୁବକ ଗିରଫ

ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ଜଣକ ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ମାଛଗଡ଼ ପୁରୁଣା ସାହିର ହୃଷିକେଶ ମହାନ୍ତଙ୍କ ପୁଅ ସରୋଜ କୁମାର ମହାନ୍ତ(୨୦)ବୋଲି ଜଣାପଡିଛି। ପକ୍ସୋ ଆକ୍ଟରେ ସରୋଜକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ମୁତାବକ +୨ ପଢ଼ୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ଙ୍କୁ ଗତ ଫେବୃଆରୀ ୧୧ରେ ଦୁଷ୍କର୍ମ କରା ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଗତ ବୁଧବାର ପିଡିତାଙ୍କର ଡାକ୍ତରୀ ମାଇନା କରା ଯାଇଥିବା ବେଳେ ଆଜି ଅଭିଯୁକ୍ତ ଯୁବକର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking