27.6 C
Bhubaneswar
Wednesday, April 15, 2026
Homeଓଡିଶାରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଭଡ଼ା ଘରେ ଓଢ଼ଣୀରେ ଝୁଲି ପଡିଲେ ଯୁବତୀ। ମାନସିକ ଚାପ ଯୋଗୁଁ, ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ବାସିନ୍ଦା। ଭୁବନେଶ୍ବରରେ ଫର୍ମାସିଷ୍ଟ କମ୍ପାନୀରେ ବିଲିଂ କାମ କରୁଥିଲେ। ୟୁନିଟ-୩ ରେ ଏକ ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ମିଳିଛି । ଖାରବେଳନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଯୁବତୀ ଜଣଙ୍କ ଘରର ଭିତର ପଟୁ କବାଟ କିଳି, ଆତ୍ମହତ୍ୟା କରିଛନ୍ତି। ୨୨ ବର୍ଷର ଏହି ଯୁବତୀ ଏଠାରେ ଏକୁଟିଆ ରହୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking