36.1 C
Bhubaneswar
Saturday, May 4, 2024
Homeଓଡିଶାପିକନିକ ହେଲା କାଳ : ଶଙ୍ଖ ନଦୀରେ ବୁଡି ଯୁବକ ମୃତ

ପିକନିକ ହେଲା କାଳ : ଶଙ୍ଖ ନଦୀରେ ବୁଡି ଯୁବକ ମୃତ

ରାଉରକେଲା : ପିକନିକ ହେଇଛି କାଳ। ଚଳିତ ପିକନିକ ଋତୁ ରେ 7ଜଣ ପିକନିକରେ ପ୍ରାଣହରାଇ ସାରିଲେଣି । ଆଜି ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଚିକଟମାଟି ନିକଟସ୍ଥ ଶଙ୍ଖ ନଦୀରେ ମଧୁସୂଦନପାଲିର ଜଣେ ଯୁବକ ପିକନିକ କାଟିବାକୁ ଯାଇ ମୃତୁବରଣ କରିଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ତ୍ରୀଲୋଚନ ମହାକୁଡ଼। ସେ ୱେସ୍କୋରେ ତାଲିମ ଗ୍ରହଣ କରିଥିଲେ। ଆଜି ତାଙ୍କ ସହ ପ୍ରାୟ 15 ଜଣ ଯୁବକ ପିକନିକ କରିବାକୁ ଯାଇଥିଲେ । ସେଥିରେ 5 ଜଣ ଗାଧୋଇବାକୁ ଯାଇଥିଲେ । ସମସ୍ତେ ଭାସିଯାଇଥିଲେ। ସ୍ୱତଃନିୟ ଲୋକ 4 ଜଣଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ଦମକଳ କର୍ମଚରୀ ପହଂଚି ନିଖୋଜ ତ୍ରିଲୋଚନଙ୍କୁ ଉଦ୍ଧାର କରି rghକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତିଯାଇଥିବା ଅନ୍ୟ 4 ଜଣ ଏବେ ସୁସ୍ଥ ସୁସ୍ଥ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking