36.1 C
Bhubaneswar
Monday, May 20, 2024
Homeଅପରାଧବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଗତକାଲି ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିଟି ବିନୟର ଡାହାଣ ହାତରେ ବାଜିଛି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସହଦେବ ଖୁଣ୍ଟା ଥାନା ଅଧିକାରୀ ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking