33.1 C
Bhubaneswar
Friday, April 26, 2024
Homeଓଡିଶାଯୁବତୀଙ୍କ ଆତ୍ମହତ୍ୟା

ଯୁବତୀଙ୍କ ଆତ୍ମହତ୍ୟା

ଭଦ୍ରକ : ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଆଚାର୍ଯ୍ୟନଗରରେ। ମୃତ ଯୁବତୀ ଜଣଙ୍କ ହେଲେ ମୋନାଲିସା ସେଠୀ।
ସୂଚନା ଅନୁଯାୟୀ, ମୋନାଲିସା ନିଜ ସମ୍ପର୍କୀୟ ଭାଇଭାଉଜଙ୍କ ସହ ଆଚାର୍ଯ୍ୟନଗରରେ ଏକ ଭଡ଼ା ଘରେ ରହୁଥିଲେ। ଶୁକ୍ରବାର ଘରେ କେହି ନଥିବା ବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭଦ୍ରକ ଟାଉନଥାନା ପୁଲିସ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।
https://onakhabar.com/2020/02/14/son-murder-father/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking