31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗନଗଡାଙ୍କ ଦୁଃଖ ସୁଖରେ ସାମିଲ ହେଲେ ଯୁବ ବିଜେଡି କର୍ମକର୍ତ୍ତା

ନଗଡାଙ୍କ ଦୁଃଖ ସୁଖରେ ସାମିଲ ହେଲେ ଯୁବ ବିଜେଡି କର୍ମକର୍ତ୍ତା

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବହୁ ନଗଡ଼ା ନଗଡ଼ା ଅପପୁଷ୍ଟି ଶିଶୁ ମୃତ୍ୟୁ ହାରକୁ ନେଇ ଖବର ସାରା ବିଶ୍ଵରେ ଚହଳ ପକାଇ ଥିଲା l ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା କାରଣ ସାଜି ଥିଲା l ନଗଡାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ପାଇଁ ସଚିବ ମାନକୁ ନଗଡା ଗ୍ରସ୍ତ କରିବିକାଶ ପାଇଁ ନିର୍ଦେଶ ଦେଇ ଥିଲେ l ସଚିବ ନଗଡା ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକ କରିଥିଲେ l ନଗଡ଼ା ବିକାଶ ପାଇଁ ବିଧାୟକ ଅଣ୍ଟା ଭିଡିଛନ୍ତି l ଯୁବ ବିଜେଡି କର୍ମକର୍ତ୍ତା ଙ୍କୁ ନଗଡ଼ା ର ରୂପ ରେଖ ବଦଳାଇବା ପାଇଁ ନଗଡ଼ା ଯାଇ ସେମାନଙ୍କ ସମସ୍ୟା ବୁଝି ବିଧାୟକ ଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି l
ନଗଡାରେ ସୁକିନ୍ଦାର ବିଧାୟକଙ୍କ ନିର୍ଦ୍ଦେଶ କୁ ମାନସିକ ବ୍ରତ ରୂପେ ପାଳନ କରୁଥିବା ବ୍ଲକ ଯୁବ ସଭାପତି ଜୟପ୍ରକାଶ ସାହୁ ଙ୍କ ନିର୍ଦ୍ଧେଶ କର୍ମେ ଦାନଗଦିର ଯୁବ ଓ ଛାତ୍ର ନାଗଡା ରେ ଘର ଘର ବୁଲି ଉପର ନଗଡା, ତଳ ନଗଡା, ମଝୀ ନଗଡା ରେ ପହଂଚି ଦୁଃଖ ସୁଖ ବୁଝିବା ସହିତ କାଳୀପୂଜା ରେ ତାଙ୍କ ସହିତ ମିଶିକି ସଂଗଠନ କୁ ସୁଦୃଢ କରିବା ଏବଂ ଭ୍ୟାକ୍ସିନ୍ ନ ଆସିବା ପର୍ଯ୍ୟନ୍ତ ମାସ୍କ ହିଁ ଆମର ସୁରକ୍ଷା କବଚ ଓ ଘରୁ ବାହାରକୁ ବାହାରିଲା ବେଳେ ମୁହଁରେ ମାସ୍କ ବାନ୍ଧି ବାହାରକୁ ଯିବା ଆଦି ଜନସାଧାରଣ ଙ୍କୁ ସଚେତନ କରିବା ସହିତ ଅନେକ କିଛି ଲୋକାଭିମୁଖୀ କାର‌୍ୟ୍ୟକ୍ରମ ବିଷୟରେ ଅଵଗତ କରେଇ ଥିଲେ କ୍ଷ ନଗଡା ଲୋକ ମାନେ ବିକାଶ ଧାରା କୁ ତ୍ୱରାନ୍ନିତ କରିବା ପାଇଁ ବିଧାୟକ ଶ୍ରୀ ଘଡ଼ାଇ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକରୀ ସହ ଆଲୋଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking