30 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗସ୍ପେସ ଏକ୍‌ସର ନୂଆ ଇତିହାସ

ସ୍ପେସ ଏକ୍‌ସର ନୂଆ ଇତିହାସ


ଆମେରିକା : ମହାକାଶ ଗବେଷଣାରେ ନୂଆ ଇତିହାସ ରଚିଛି ଆମେରିକା ଫ୍ଲୋରିଡ଼ା ସ୍ଥିତ ଏକ ଘରୋଇ ସଂସ୍ଥା ସ୍ପେସ ଏକ୍‌ସ । ଆଜି ସ୍ପେସ ଏକ୍‌ସର ୪ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି । ଏହାର ନାମ ରହିଛି ‘ଫାଲକନ ରକେଟ’ । ମହାକାଶ ଗବେଷଣା କେନ୍ଦ୍ରରେ ପହଞ୍ଚିବାକୁ ଏହି ରକେଟକୁ ୨୭ ଘଣ୍ଟା ସମୟ ଲାଗିବ । ମଙ୍ଗଳବାର ପ୍ରାୟ ସାଢେ ୯ଟାରେ ଆଇଏସଏସରେ ଏହି ୪ଜଣ ମହାକାଶଚାରୀ ପହଞ୍ଚିବେ ।
ଏହି ମହାକାଶ କ୍ଷେତ୍ର ଆମେରିକା ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ ରହିଛି । କାରଣ ଏହି ସଂସ୍ଥା ଆମରିକାର ପ୍ରଥମ ବେସରକାରୀ ସଂସ୍ଥା ଭାବେ ମହାକାଶରେ ସ୍ଥାନ ପାଇବ । ପୁର୍ବରୁ ଆମେରିକା ଏଥିପାଇଁ ରୁଷିଆ ଉପରେ ନିର୍ଭର କରୁଥିଲା । ଏହି ୪ଜଣ ମହାକାଶଚାରୀଙ୍କ ମଧ୍ୟରୁ ୩ ଜଣ ଆମେରିକାର ଓ ଜଣେ ଜାପାନର ଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking