ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ପାଇଁ ଏ ବିଶ୍ୱର ପରିବେଶ ପ୍ରଦୂଷିତ ହେବା ସହ ବହୁତ କ୍ଷତି ଘଟୁଛି ବୋଲି କୁହାଯାଇଥାଏ । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । ଜୀବଜନ୍ତୁଙ୍କ ପାଇଁ ଆମ ପରିବେଶର କ’ଣ ଆଉ କେତେମାତ୍ରାରେ କ୍ଷତି ହେଉଛି, ତାହା ଶୁଣିଲେ ଯେ କେହି ବି ଚକିତ ହୋଇଯିବ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଛି ଯେ, ସାପ ଓ ବେଙ୍ଗ ପାଇଁ ଦୁନିଆର ସବୁଠାରୁ ଅଧିକ କ୍ଷତି ଘଟୁଛି ।