37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଅନ୍ତରୀକ୍ଷରେ ହୋଟେଲ କରିବ ନାସା

ଅନ୍ତରୀକ୍ଷରେ ହୋଟେଲ କରିବ ନାସା

ଆମେରିକା: ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ।

ତେବେ ଅନ୍ତରିକ୍ଷ ମିଶନରେ ଯାଉଥିବା ରୋବୋଟଙ୍କ ପାଇଁ ସେଠାରେ ରହିବା ପାଇଁ ଜାଗା ଦରକାର ହେଉଛି । ଏହାକୁ ଦୃଷ୍ଟିରେ ରଖି ନାସାର ଆରଟୀଟୀଏସ ନିଜର ଆଗାମୀ ଲଞ୍ଚ ସହ ଅନ୍ତରାଷ୍ଟ୍ରୀୟ ରୋବୋଟ ଷ୍ଟେସନର ବାହାରେ ଗୋଟିଏ ‘ରୋବୋଟ ହୋଟେଲ’ ସଂଯୋଗ କରିବାକୁ ଯାଉଛି । ଏଥିରେ ଗୁରୁତ୍ୱପୁର୍ଣ୍ଣ ରୋବୋଟ ଉପକରଣ ପାଇଁ ସୁରକ୍ଷାତ୍ମକ ଭଣ୍ଡାରଣ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking