25.1 C
Bhubaneswar
Tuesday, April 29, 2025
Homeଓଡିଶାଜଙ୍ଗଲ ନିଆଁରେ ଜଳିଗଲେ ମହିଳା

ଜଙ୍ଗଲ ନିଆଁରେ ଜଳିଗଲେ ମହିଳା

ଢେଙ୍କାନାଳ : ଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ମହାବୀରୋଡ ଥାନା ଗୋବରୀ ଗାଁରେ ଅଘଟଣ ଘଟିଛି । ନିଆଁ ଲିଭାଇବାକୁ ଉଦ୍ୟମ ବେଳେ  ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘର ଆଡକୁ ବ୍ୟାପିବା ବେଳେ ଲିଭାଇବାକୁ ଉଦ୍ୟମ କରିଥିଲେ । ଭାରସାମ୍ୟ ହରାଇ ନିଆଁରେ ପଡିଯାଇଥିଲେ ମହିଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking