27.6 C
Bhubaneswar
Wednesday, April 15, 2026
Homeଦେଶ ବିଦେଶଡିଲିମିଟେସନ ବିଲକୁ ବିରୋଧ କରିବୁ: ଖଡଗେ

ଡିଲିମିଟେସନ ବିଲକୁ ବିରୋଧ କରିବୁ: ଖଡଗେ

ନୂଆଦିଲ୍ଲୀ: ଡିଲିମିଟେସନ ବିଲକୁ ସଂସଦରେ ବିରୋଧ କରିବ ଇଣ୍ଡିିଆ ବ୍ଲକ । ଇଣ୍ଡିଆ ବ୍ଲକର ବୈଠକ ପରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡଗେ । ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବା ଆଶଙ୍କା ରହିଛି କହିଲେ ଖଡଗେ । ଆମେ ସମସ୍ତେ ମହିଳା ସଂରକ୍ଷଣ ବିଲ ପକ୍ଷରେ ଅଛୁ । କିନ୍ତୁ ସେମାନେ ଯେଉଁ ଢଙ୍ଗରେ ଏହାକୁ ।ଣିଛନ୍ତି, ସେଥିରେ ଆପତ୍ତି ଅଛି । ବିରୋଧୀ ଦଳଗୁଡିକୁ ଦମନ କରିବା ପାଇଁ ସରକାର ଏହା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking