27.6 C
Bhubaneswar
Wednesday, April 15, 2026
Homeଓଡିଶା୪୮ ଘଣ୍ଟାରେ ବିଧାନସଭା ଡାକନ୍ତୁ: ନବୀନ

୪୮ ଘଣ୍ଟାରେ ବିଧାନସଭା ଡାକନ୍ତୁ: ନବୀନ

ଭୁବନେଶ୍ୱର: ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି । ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଚ୍ଚନାୟକ । ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଲେ । ଅନ୍ୟପଟେ ଡିଲିମିଟେସନ ବିଲକୁ ସଂସଦରେ ବିରୋଧ କରିବ ଇଣ୍ଡିିଆ ବ୍ଲକ । ଇଣ୍ଡିଆ ବ୍ଲକର ବୈଠକ ପରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡଗେ । ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବା ଆଶଙ୍କା ରହିଛି କହିଲେ ଖଡଗେ । ଆମେ ସମସ୍ତେ ମହିଳା ସଂରକ୍ଷଣ ବିଲ ପକ୍ଷରେ ଅଛୁ । କିନ୍ତୁ ସେମାନେ ଯେଉଁ ଢଙ୍ଗରେ ଏହାକୁ ଆଣିଛନ୍ତି, ସେଥିରେ ଆପତ୍ତି ଅଛି । ବିରୋଧୀ ଦଳଗୁଡିକୁ ଦମନ କରିବା ପାଇଁ ସରକାର ଏହା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking