35.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରୁଛନ୍ତି ସ୍ତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ରେ ରହୁଥିବା ପଦ୍ମାବତୀ  ନାମକ ଜଣେ ମହିଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରରେ ସ୍ମୃତି ଉଦେଶ୍ୟରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜା କରୁଛନ୍ତି  । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ଜଣେ ମହିଳା ଏକ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ ଏହା ତାଙ୍କ ସ୍ୱାମୀଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏପରି କରୁଛନ୍ତି । ରାଜ୍ୟର ପ୍ରକାଶ ଜିଲ୍ଲାରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଖାଲି ସେତିକି ନୁହେଁ ସେ ତାଙ୍କ ସ୍ୱାମୀଙ୍କୁ ପୂଜା କରୁଥିବା ଭିଡିଓ ବି ଏବେ ଭାଇରାଲ ହେବାରେ ଲାଗିଛି । ପଦ୍ମାବତୀ କୁହନ୍ତି, ତାଙ୍କ “ସ୍ୱାମୀ ସ୍ଥାନୀୟ ମନ୍ଦିରରେ ୧୩ ବର୍ଷ ଧରି କାମ କରିଥିଲେ । ଏପରିକି ଗ୍ରାମବାସୀ ମଧ୍ୟ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି । ଆଉ ତାଙ୍କ ବିୟୋଗ ପରେ ତାଙ୍କ ସ୍ମୃତିକୁ ଉଦ୍ଜୀବିତ କରିବାକୁ ଏଭଳି କିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking