27.1 C
Bhubaneswar
Saturday, July 27, 2024
Homeଖେଳଭାରତକୁ ପୁଣି ଏକ ପଦକ, ବିନୋଦ କୁମାରଙ୍କୁ ବ୍ରୋଞ୍ଜ

ଭାରତକୁ ପୁଣି ଏକ ପଦକ, ବିନୋଦ କୁମାରଙ୍କୁ ବ୍ରୋଞ୍ଜ

ଟୋକିଓ : ଟୋକିଓ ପାରା ଅଲିମ୍ପିକରେ ପୁଣିଥରେ ଭାରତକୁ ପଦକ ମିଳିଛି । ଆଜି ତୃତୀୟ ପଦକ ଜିତିଛନ୍ତି ବିନୋଦ କୁମାର । ଡିସକସ୍ ଥ୍ରୋରେ ବିନୋଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ଦୁଇଟି ରୌପ୍ୟ ପରେ ଏହାକୁ ହେଉଛି ତୃତୀୟ ପଦକ । ପୂର୍ବରୁ ଭାବିନା ପଟେଲ ଓ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଭାରତ ପାଇଁ ଆଜି ହେଉଛି  ବହୁତ ବଡ ଗୌରବର ଦିନ। ଗୋଟିଏ ଦିନରେ ତିନୋଟି ପଦକ ହାସଲ କରିଛି ଭାରତ ।

ହାଇଜମ୍ପରେ ଭାରତକୁ ରୌପ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking