29 C
Bhubaneswar
Sunday, July 19, 2026
Homeଓଡିଶାବିକ୍ରମ ଆରୁଖ ବିଜେପିରେ ମିଶିବା ଚର୍ଚ୍ଚା

ବିକ୍ରମ ଆରୁଖ ବିଜେପିରେ ମିଶିବା ଚର୍ଚ୍ଚା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ ସମସ୍କଙ୍କ ପାଇଁ ଦଳ ଓପନ ଅଛି, ଦ୍ୱାର ଖୋଲା ରହିଛି ।ଗଅଞଜାମ ଜିଲ୍ଲା ସହିତ ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି । ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଆସନ୍ତୁ, ଯୋଡି ହୁଅନ୍ତୁ । ଦଳ ବିଚାର କରିବ, ନିଷ୍ପତ୍ତି କଲେ ମିଶ୍ରଣ ହେବ । ଯଦି ଆସନ୍ତି ଗଞଅଜାମରେ ଶକ୍ତି ବୃଦ୍ଧି ହେବ କହିଛନ୍ତି ମନ୍ତ୍ରୀ ଗୋକୁଳା ମନ୍ଦ ମଲ୍ଲିକ । ଆହୁରି କହିଛନ୍ତି, ୧୩ଟି ସିଟରୁ ୧୧ଟି ସିଟ ଜିତିଛୁ, ଆଗାମୀ ନିର୍ବାଚନରେ ୧୩ ରୁ ୧୩ ସିଟ ଜିତିବୁ । କିନ୍ତୁ ବଡ କଥା ଯେ, ବିଜେପିରେ ସାମିଲ ଚର୍ଚ୍ଚା ନେଇ ଆରୁଖଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking