25.1 C
Bhubaneswar
Sunday, February 16, 2025
Homeଓଡିଶାପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ

ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ

ମାଲକାନଗିରି:ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । କୋଟିଏରୁ ଅଧିକ ଟଙ୍କା ଜବତ । ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ଶାନ୍ତନୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ । ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚାଲିଛି ରେଡ୍‌। ତେବେ ବାବୁଙ୍କ ଜୟପୁର ସ୍ଥିତ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଠାବ ହୋଇଛି । ଶାନ୍ତନୁ ମହାପାତ୍ରଙ୍କ ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ବାବୁଙ୍କ ମାଲକାନଗିରି, ଭୁବନେଶ୍ୱର, କଟକ ସ୍ଥିତ ଠିକଣାରେ ବି ଚାଲିଛି ରେଡ୍ । ମାଲକାନଗିରିର ୪ଟି ସ୍ଥାନ ରେଡ କରୁଛି ଭିଜିଲାନ୍ସ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking