26.1 C
Bhubaneswar
Monday, July 14, 2025
Homeଓଡିଶାଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଉଦଳା : ଭିଜିଲାନ୍ସ ଜାଲରେ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ | କପ୍ତିପଦା କାର୍ଯ୍ୟାଳୟରେ ଏକ ଭଡା ଗାଡି ଲାଗିଥିବାବେଳେ ଗାଡି ମାଲିକ ଶିଶିର କୁମାର ନାୟକଙ୍କ ଠାରୁ ବକେୟା ବିଲ ବାବଦରେ ୧୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ ଅଧିକାରୀଙ୍କୁ ଅଟକ ରଖି ପଚାର ଉଚୁରା ଜାରି ରଖିଛନ୍ତି। ତେବେ ଉକ୍ତ ଗାଡି ମାଲିକ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ବକେୟା ବିଲ କହୁଥିବାବେଳେ ଟଂକା ନଦେଲେ ବିଲ ହେବ ନାହିଁ ବୋଲି କହିଥିବାବେଳେ ଗାଡି ମାଲିକ ବାଲେଶ୍ୱର ଭିଜିଲାନ୍ସ ଟିମର ଆଶ୍ରୟ ନେଇଥିଲେ । ତେବେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ କପ୍ତିପଦା ଡିଭିଜନର ଥିପୁର ନେସ୍କୋ କାର୍ଯ୍ୟାଳୟରେ ୧୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking