28.1 C
Bhubaneswar
Thursday, May 2, 2024
Homeଓଡିଶାକେରମେଲି ଘାଟି ରେ ଡ଼ମ୍ଫର ଓଲଟି 2 ମୃତ

କେରମେଲି ଘାଟି ରେ ଡ଼ମ୍ଫର ଓଲଟି 2 ମୃତ

ନୂଆପଡ଼ା : ସଦର ଥାନା କେରମେଲି ଘା ଟି ରେ ଏକ ଦମ୍ପର ସିଜି 04 ଜେଡି 7340 ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣା ସ୍ଥଳ ରେ ଡ୍ରାଇଭର ରେଖରାମ ରାଉତ 22, ଓ ଛତିଶଗଡ଼ ର ଅଲେଖ ସାହୁ 28 ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ନୂଆପଡ଼ା ପୁଲିସ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରଖାଯାଇଛି ଆସନ୍ତାକାଲି ବ୍ୟବଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
https://onakhabar.com/2019/12/09/wife-helped-3-people-rape-12-year-old-daughter/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking