26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ : ଗତକାଲି ଠାରୁ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । ବୃତି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାର ଚିନ୍ତିତ ରହିବେ ।
ବୃଷ : ଆଜି ଦୂରଯାଗାକୁ ଭ୍ରମଣ କରିପାରନ୍ତି । ବନ୍ଧୁଙ୍କ ତରଫରୁ ସମସ୍ୟା ଆସିପାରେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମାଲିମୋକଦ୍ଦମାରେ ସଫଳତା ମିଳିବ ।
ମିଥୁନ : ଆବଶ୍ୟକୀୟ ଜିନିଷଟି ଅନ୍ୟକୁ ଦେଇ ଅପଦସ୍ତ ହୋଇପାରନ୍ତି । ନିର୍ମାଣଧିନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ । ପାରିବାରିକ ପ୍ରତିକୂଳ ପରିସ୍ଥିତି ଦେଖାଦେବ ।
କର୍କଟ : ଆପୋଷ ଆଲୋଚନା କରିପାରନ୍ତି । ସମସ୍ୟାର ସମାଧାନ ଘଟିବ । ଆର୍ଥିକଅନଟନ ସତ୍ୱେ ପରିସ୍ଥିତିକୁ ସମ୍ବାଳିନେବେ । ବ୍ୟବସାୟ ଓ ପରିବହନରେ ଆଶଦିତ ଫଳ ମିଳିବ ।
ସିଂହ : ଆଜି ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଧର୍ମକାର୍ଯ୍ୟରେ ଲାଗିପାରନ୍ତି । ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ମଉଳିଯାଇଥିବା ଆଶ ପୁଣି କଅଁଳି ଉଠିବ ।
କନ୍ୟା : ଆଜି ବାଣିଜ୍ୟ ଓ ପରିବହନ କ୍ରୀଡା ଓ କଳା ସାହିତ୍ୟରେ ଆଶାନୁଯାୟୀ ଫଳ ପାଇବେ । ଆଜିର ଯାତ୍ରା ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବନ୍ଧୁଙ୍କ ସହ ସୁସମ୍ପର୍କ ରହିବ ।
ତୁଳା : କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଶାରିରୀକ ଅସୁସ୍ଥତା ସତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ । ମହିଳାମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବିଛା : ବ୍ୟବସାୟରେ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦରେ ସମୟ କାଟିବେ ।
ଧନୁ : ଲାଭର ଆଶା ଅଛି । ପାରିବାରିକ ଗଣ୍ଡୋଗଳ ଦେଖାଦେଇପାରେ । ବନ୍ଧୁମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭର ଆଶା କମ । କର୍ମକ୍ଷେତ୍ରରେ ସହକର୍ମୀମାନେ ହଇରାଣ କରିବେ ।
ମକର : କର୍ମକ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ । ଦେହ ଅସୁସ୍ଥ ରହିବ । ପରିବାରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତିି ।
କୁମ୍ଭ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚୋରଭୟ ରହିଛି । ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ମହିଳାଙ୍କ ଦେହ ଅସୁସ୍ଥତା ଦେଖାଦେବ ।
ମୀନ : ଧର୍ମ ପ୍ରତି ଆଗ୍ରହ ବଢ଼ିବ ଚାକିରୀରେ ପଦୋନ୍ନତିର ସମ୍ଭାବନା । ବ୍ୟବସାୟରେ ବନ୍ଧୁ ଦ୍ୱାରା ଲାଭବାନ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking