23.1 C
Bhubaneswar
Tuesday, October 27, 2026
Homeଦେଶ ବିଦେଶଗୌହାଟୀ ହୋଟେଲରେ ଗୁଳିମାଡ଼: ୫ ମୃତ

ଗୌହାଟୀ ହୋଟେଲରେ ଗୁଳିମାଡ଼: ୫ ମୃତ

ନୂଆଦିଲ୍ଲୀ: ଆସାମର ଗୌହାଟୀ ସହରର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଛି ଭୟଙ୍କର ଗୁଳିକାଣ୍ଡ । ଅଜ୍ଞାତ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଘଟଣାରେ ହୋଟେଲର କିଛି କର୍ମଚାରୀ ଆହତ ହୋଇଛନ୍ତି । ହୋଟେଲ ଭିତରେ ହଠାତ୍ ଗୁଳି ଫୁଟିବା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଘଟଣାର ଗମ୍ଭୀରତାକୁ ଦେଖି ଗୌହାଟୀ ପୁଲିସ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି ।ଏହି ଗୁଳିକାଣ୍ଡରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଗୌହାଟୀ ପୁଲିସ କମିସନର ସୂଚନା ଦେଇଛନ୍ତି । ତେବେ ଗୁଳିମାଡ଼ ପଛର ପ୍ରକୃତ କାରଣ କ’ଣ, ଏଥିରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking