33.1 C
Bhubaneswar
Monday, May 6, 2024
Homeଓଡିଶାଟ୍ରକକୁ ପିଟିଲା ବସ, ଦୁର୍ଘଟଣାରେ ୩ ଗୁରୁତର

ଟ୍ରକକୁ ପିଟିଲା ବସ, ଦୁର୍ଘଟଣାରେ ୩ ଗୁରୁତର

କେନ୍ଦୁଝର: ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଟ୍ରକ ପଛକୁ ପିଟିଦେଇଛି । ଏଥିରେ ୩ ଜଣ ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ, ଏହି ବସଟି ଅନୁଗୁଳୁରୁ ଟାଟା ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୪୦ଜଣ ଯାତ୍ରୀ ଟାଟା ଯାତ୍ରା କରୁଥିଲେ । ହଠାତ ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ବସ୍ ଟି ଅଣାୟତ୍ତ ହୋଇ ଟ୍ରକ ପଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଗୁରୁତର ଥିବା ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସଇତାନ ସ୍ୱାମୀ : ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking