ସଇତାନ ସ୍ୱାମୀ : ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା

କୋଲକାତା: ପଶ୍ଚିମବଙ୍ଗରେ ଶ୍ରଦ୍ଧା ୱାକର ହତ୍ୟା ଘଟଣାର ପୁନରାବୃତ୍ତି । ସାତ ଜନ୍ମର ସାଥି ହେବାକୁ କଥା ଦେଇ ସଇତାନ ପାଲଟିଗଲା ସ୍ୱାମୀ । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ପିଶାଚ ସ୍ୱାମୀ । ହତ୍ୟା ପରେ ମୃତଦେହକୁ ୨ଖଣ୍ଡ କରି ନଦୀରେ ଫୋପାଡି ଦେଲା ସ୍ୱାମୀ । ପଶ୍ଚିମବଙ୍ଗର ଶିଲିଗୁରିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମହାନନନ୍ଦା ନଦୀରେ ସ୍ତ୍ରୀର ମୃତଦେହ ଫୋପାଡିବା ପରେ ଅଭିଯୁକ୍ତକୁ ପୋଲିସ … Continue reading ସଇତାନ ସ୍ୱାମୀ : ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା