27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ । ୪ ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର ନିଗମର ଉପକମିଶନର ହୋଇଛନ୍ତି ଶ୍ରୀଯୁକ୍ତ ମାୟାଧର ବେହେରା । ପୁର୍ବରୁ ସେ ବାଙ୍କୀର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେହିଭଳି ଶ୍ରୀଯୁକ୍ତ ଶୈଳନ୍ଦ୍ର ଦ୍ୱିବେଦୀ ହୋଇଛନ୍ତି ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ । ସେହିପରି ଶ୍ରୀମତି ସୈାଦାମିନୀ ସେଠୀ ହୋଇଛନ୍ତି ଅବକାରୀ ଯୁଗ୍ମ ସଚିବ । ସେ ପୁର୍ବରୁ ଢେଙ୍କାନାଳ ଏଡ଼ିଏମ ଭାବେ କାର୍ଯ୍ୟ କରୁଥିଲେ । ଏବେ ଶ୍ରୀଯୁକ୍ତ ସାଇଦତ୍ତ କେଶରୀ ଢେଙ୍କାନାଳ ଏଡ଼ିଏମ ଭାବେ ନିଯୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking