43.9 C
Bhubaneswar
Friday, April 19, 2024
Homeଓଡିଶାମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁକନ୍ୟା ଗୁରୁତର

ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁକନ୍ୟା ଗୁରୁତର

କୋରାପୁଟ : ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏହି ଘଟଣା ଘଟିଛି। ରହିତ ନାଚିକାଙ୍କ ଝିଅ ବର୍ଷା ବାପା ମା’ଙ୍କ ସହିତ ଶୋଇଥିବା ବେଳେ ତାଙ୍କ ନିକଟରେ ଥୁଆ ହୋଇଥିବା ଜୀଓ ଫୋନଟି ହଠାତ୍ ଫାଟି ଯାଇଥିଲା । ଫଳରେ ଝିଅଟିର ମୁଁହ ସମ୍ପୁର୍ଣ୍ଣ ପୋଡ଼ି ଯାଇଛି। ତାକୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking