28.1 C
Bhubaneswar
Thursday, May 2, 2024
Homeଓଡିଶାନୀଳଗିରିରେ ଝାଡଖଣ୍ଡି ହାତୀପଲଙ୍କ ଆତଙ୍କ

ନୀଳଗିରିରେ ଝାଡଖଣ୍ଡି ହାତୀପଲଙ୍କ ଆତଙ୍କ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଝାଡ଼ଖଣ୍ଡି ହାତୀପଲ ପ୍ରବେଶ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୫ ଦନ୍ତାହାତୀ, ୭ ଛୁଆଙ୍କ ସମେତ ୪୨ଟି ହାତୀ ରହିଛନ୍ତି। ହାତୀପଲ ଉକ୍ତ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ୱର ନୀଳଗିରିରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲଙ୍କ ଉତ୍ପାତ ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ, ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking