36.1 C
Bhubaneswar
Monday, May 20, 2024
Homeଓଡିଶାଟ୍ରେନ୍ ଦୁର୍ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ

ଟ୍ରେନ୍ ଦୁର୍ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ଟ୍ରେନ୍ ଦୁର୍ଘଟଣା ସ୍ଥଳରେ କାର୍ଯ୍ୟ ସରିଥିବା କହିଲେ ସିପିଆର୍‌ଓ । ଉଦ୍ଧାର କାର୍ଯ୍ୟ ସରିଛି, ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ଦୁର୍ଘଟଣାଗସ୍ତ ବଗି ତଳେ ନଥିବା ସୂଚନା ରହିଛି । ରେଲୱେ ସେଫ୍ଟି କମିଶନର ଘଟଣା ସ୍ଥଳକୁ ଯାଉଛନ୍ତି । ସିଆର୍‌ଏସ୍ ବିଶାଖାପାଟଣାରେ ପହଂଚିଲେ ଶୀଘ୍ର ଘଟଣାସ୍ଥଳକୁ ଯିବେ ବୋଲି ଖବର ସାମ୍ନାକୁ ଆସିଛି । ତଦନ୍ତ ଲାଗି ଖୁବ୍ ଶୀଘ୍ର ଘଟଣା ସ୍ଥଳରେ ପହଂଚିବେ ବୋଲି କହିଛନ୍ତି ସିପିଆର୍‌ଓ ।

ପୋଖରୀରେ ବୁଡି ୨ ଭାଇ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking