33.1 C
Bhubaneswar
Sunday, April 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲକ୍ଷ ପୂରଣ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମହିଳା ଓ ବିଦ୍ୟାର୍ଥୀମାନେ ଧର୍ମ ପରାୟଣ ହେବେ ।
ବୃଷ : ବ୍ୟବସାୟରେ ଲାଭ ହୋଇପାରେ । ଆକସ୍ମିକ ଭାବରେ ଗୃହ କାର୍ଯ୍ୟ କରିପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ଲାଗି ପଡ଼ିବେ । ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ ।
ମିଥୁନ : ଶାରୀରିକ ସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଆଜି ହସ ଖୁସିରେ କଟିବ । ଦ୍ରବ୍ୟ ଲାଭର ଯୋଗ ଅଛି । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ ।
କର୍କଟ : କର୍ମ ନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସ ଖୁସିରେ ବାତାବରଣ ଦେଖାଦେବ । ଦ୍ରବ୍ୟ ଲାଭ ଯୋଗ ଅଛି ।
ସିଂହ : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକରୀରେ ପ୍ରତିଷ୍ଠିତ ହେବେ ।
ବ୍ୟବସାୟରେ ଆଶାଜନକ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନଙ୍କର ବହୁଦିନର ଆଶା ପୂରଣ ହେବ ।
କନ୍ୟା : ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ହେବେ ।
ତୁଳା : ଅର୍ଥ ଲାଭ ହୋଇପାରେ । ଯାନବାହନରେ ଦୁର୍ଘଟଣା ଘଟିପାରେ । ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ ।
ବିଛା : ଆଜି ଆପଣଙ୍କ ପକ୍ଷେ ଶୁଭ ଦାୟକ ଅଟେ । ଆୟ ପନ୍ଥା ଉତମ ହେବ । କୌଣସି ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହୋଇପାରେ ।
ଧନୁ : କର୍ମକ୍ଷେତ୍ରରେ ସଫଳ ହେବେ । ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ। ରାଜନୈତିକ କ୍ଷେତ୍ରରେ ପ୍ରିୟ ଭାଜନ ହୋଇପାରନ୍ତି । ଆୟ ଉତମ ହେବ । ମହିଳାମାନେ ଧର୍ମ ପରାୟଣ ହୋଇପାରନ୍ତି ।
ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପରିବାରରେ ଶାନ୍ତି ମିଳିବ । ନୂତନ ଜମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ।
କୁମ୍ଭ : କର୍ମ କ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରି ହଇରାଣ କରିପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଭାତୃ ବିବାଦ ଲାଗିପାରେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରୋଗ ହୋଇପାରେ ।
ମୀନ : ଦୂର ଯାତ୍ରା ଯୋଗ ଅଛି । ବ୍ୟବସାୟରେ ସାମନ୍ୟ ଲାଭ ଅଛି । ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତନ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପରିବାରରେ ଶାନ୍ତି ମିଳିବ । ମହିଳାମାନେ ଯଶସ୍ୱୀ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking