27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ରବିଙ୍କ ପ୍ରଭାବରୁ ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ । ଧନଲାଭର ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁ ଲାଭବାନ୍ ହେବେ ।
ବୃଷ : ଆଜି ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭ କରିବେ । ବାକ ସଂଯମ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଆର୍ଥିକ ସଂକଟ ଦେଖାଦେବ ।
ମିଥୁନ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭୂମି ବାହନ ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଶାରୀରିକ ସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମ ପରାୟଣ ହେବେ ।
କର୍କଟ : ଆକସ୍ମିକ ଧନ ଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ରୋଗ ମୁକ୍ତ ହେବ । ମାନସିକ ବୃଦ୍ଧି ହେବ ।
ସିଂହ : ଆଜି ରାହୁଙ୍କ ପ୍ରଭାବରୁ ବ୍ୟବସାୟରେ ଲାଭକ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ୍ ରହିବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ ।
କନ୍ୟା : ବ୍ୟବସାୟରେ ଲାଭବାନ୍ ହେବେ । ଗୃହଭୂମି ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ ।
ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଧାବିଘ୍ନ ଦୂର ହୋଇ ଲାଭପ୍ରଦ ପରିସ୍ଥିତି ସୃଷ୍ଟି ହେବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ । ମହିଳାମାନେ ଚିତିନ୍ତ ରହିବେ ।
ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଅର୍ଥ ପାଇବେ ।
ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ହୋଇପାରିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । ଦୂରଯାଗାକୁ ଯାଇପାରନ୍ତି ।
ମକର : ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।
କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି , ଯାନବାହନ କ୍ରୟ କରିପାରନ୍ତି । ମାନସମ୍ମାନ ବୃଦ୍ଧି ପାଇବ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ ।
ମୀନ : ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବ । ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking