32.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ବିଛା ରାଶି ବ୍ୟକ୍ତିମାନେ ନିଯୁକ୍ତି ପାଇପାରନ୍ତି, ଆସନ୍ତୁ ଜାଣିବା ଅନ୍ୟ ରାଶି...

ଆଜି ବିଛା ରାଶି ବ୍ୟକ୍ତିମାନେ ନିଯୁକ୍ତି ପାଇପାରନ୍ତି, ଆସନ୍ତୁ ଜାଣିବା ଅନ୍ୟ ରାଶି ବିଷୟରେ….

ମେଷ : ଆୟ ଅପେକ୍ଷା ବେୟ ଅଧିକ ହେବ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ମାତୃ ପିତୃ ସହ ବିଷମ ଭାବପନ୍ନ ହେବେ । ମାନସିକ ଶାନ୍ତି ମିଳିବ । ସରକାରୀ ସମ୍ମାନ ମିଳିବ। ଶାରୀରିକ ଅସୁସ୍ଥତା ବଢ଼ିବ ।
ବୃଷ : ସବୁଆଡ଼ୁ ଶୂନ୍ୟବୋଧ ହେବେ । ଷଡଯନ୍ତ୍ରରେ ପଡ଼ିପାରନ୍ତି । ବୁଦ୍ଧିର ଅଭାବ ଘଟିବ । ନିଜକୁ ନରାଶୟ ମନେକରିବେ । ସାମାନ୍ୟ ଆର୍ଥିକ ଲାଭ ମିଳିବ । ପ୍ର୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ । ବ୍ୟବସାୟ ଭଲରେ ଚାଲିବ ।
ମିଥୁନ : କର୍ମ ଓ ଦାୟିତ୍ୱରେ ପରିବର୍ତନ ଘଟିବ । ପରିବଶେ ଲାଭପ୍ରଦ ହେବ । ମନ ବ୍ୟାକୁଳ ରହିବ । ଶାରୀରିକ ଅସୁସ୍ଥତା ବଢ଼ିବ । କାର୍ଯ୍ୟରେ ବିଳମ୍ବ ହେବ । ସାହାଯ୍ୟ ବୃଥା ହେବ । ନୂତନ ଅଭିଜ୍ଞତା ମିଳିବ । ପାରିବାରିକ ଯଶ ଲାଭ ହେବ ।
କର୍କଟ : ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଘଟିବ । ମନ ଦୁର୍ବଳ ହେବ । ନୂତନ ସ୍ଥାନ ଭ୍ରମଣ କରିବେ । ଆପଣ ଦୂରଯାତ୍ରା କରିପାରନ୍ତି । ଲକ୍ଷ ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ସମୟ ଦେବେ । ବ୍ୟୟଭାର ଅଧିକ ହେବ ।
ସିଂହ : ବୃଥା ବ୍ୟୟ ଘଟିପାରେ । ଭୂଷଣ ଆଦି କ୍ରୟ କରିପାରନ୍ତି । ସାହାଯ୍ୟ ବୃଥା ହେବ । ଅର୍ଥାଭାବ ଦୂରେଇଯିବ । ମାନସିକ ବିକଳତା ବଢ଼ିବ । ନୂତନ ଅଭିଜ୍ଞତା ପାଇପାରନ୍ତି । ଶାରୀରିକ କଷ୍ଟ ଭୋଗିବେ । ବନ୍ଧୁ ସହାୟତା ମିଳିବ ।
କନ୍ୟା : ଭ୍ରମଣ ଦ୍ୱାରା ଆନନ୍ଦ ପାଇବେ । କର୍ମ ଚଂଚଳ ହେବେ । ବନ୍ଧୁ ମିଳନ ହେବ । କାର୍ଯ୍ୟରେ ବାଧା ସୃଷ୍ଟି ହେବ । ମାନସିକ ପ୍ରସନ୍ନତା ବଢ଼ିବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ସମ୍ପତି ଲାଭ ପାଇଁ ଉଦ୍ୟମ କରିବେ । ବ୍ୟୟ ଭାର ଅଧିକ ହେବ ।
ତୁଳା : ବୃଥା ଅପବ୍ୟୟ ଘଟିବ । ହାନି ଲାଭ ସମାନ ହେବ । ପାରିବାରିକ ଅଶାନ୍ତି ଭୋଗିବେ। କଳହଆଦିରେ ଦୁଃଖ ଭୋଗିବେ । ଚାହୁଁଥିବା ସାହାଯ୍ୟ ପାଇବେ । ଜମିଜମା ଗଣ୍ଡଗୋଳ ସୃଷ୍ଟି ହେବ । ଶତ୍ରୁର ସମ୍ମୁଖିନ ହେବେ ।
ବିଛା : ନୂତନ ନିଯୁକ୍ତି ପାଇ ପାରନ୍ତି । ଦୂର ଯାତ୍ରା କରିପାରନ୍ତି । ମନ ଅସ୍ଥିର ରହିବ । ଚାକିରୀରେ ଚିନ୍ତା ବଢ଼ିବ । ପରିବେଶରୁ ପ୍ରେରଣା ମିଳିବ । ମାନସିକ କଷ୍ଟ ଭୋଗିବେ । ଆର୍ଥିକ କ୍ଷତି ଘଟିପାରେ । ଯାନବାହନରେ ସତର୍କତା ରୁହନ୍ତୁ ।
ଧନୁ : ପାରସ୍ପରିକ ବୁଝାମଣା ବଢ଼ିବ । କାର୍ଯ୍ୟରେ ସଫଳ ହେବେ । ନିଜକୁ ଅବହେଳିତ ମନେ କରିବେ । ପର ପାଇଁ କଷ୍ଟ କରିବେ । ବିଳାସ ଦ୍ରବ୍ୟ ସଂଗ୍ରହ କରିବେ । ଆଶାବାଦୀ ହେବେ । କ୍ଷତିଗ୍ରସ୍ତ ହେବେ । ନିଜକୁ ଅସହାୟ ମନେକରିବେ ।
ମକର : କାର୍ଯ୍ୟ ସଫଳ ହେବ । ଜଞ୍ଜାଳ ଦୂରୀଭୂତ ହେବେ । ପଡ଼ୋଶୀଙ୍କ ପାଇଁ ବିବ୍ରତ ହେବେ। ପ୍ରତିକ୍ଷାରେ ଦିନ କାଟିବେ । ଆର୍ଥିକ ସମସ୍ୟା ଉପୁଜିବ । ଶୁଭ ବାର୍ତା ପାଇବେ । ଗଣ୍ଡଗୋଳରେ ଭାଗି ହେବେ । ଶୃଙ୍ଖଳା ବଜାୟ ରଖିବେ ।
କୁମ୍ଭ : ଆୟ କ୍ରମେ ବଢ଼ିବ । ଦେହ ସୁସ୍ଥ ରହିବ । ବିଶୃଙ୍ଖଳାରୁ ମୁକ୍ତି ପାଇବେ । ଦେହ ଭଲ ରହିବ । ମାନସିକ ଆଘାତ ପାଇବେ । ଯାତ୍ରାଦିରେ ସଫଳ ହେବେ । ପାରିବାରିକ ସମସ୍ୟା ବଢ଼ିବ । କାର୍ଯ୍ୟ ଆଂଶିକ ସଫଳ ହେବ ।
ମୀନ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । ଶତ୍ରୁ ଦ୍ୱାରା ଅପଦସ୍ତ ହେବେ । ଅପେକ୍ଷା ଫଳବତୀ ହେବ। ବିପଦ ଏଡ଼ା ପାରିବେ । ମର୍ଯ୍ୟାଦା ବଜାୟୀ ରଖିବେ । ଲାଭ ଆଶାରେ ଉତ୍ସାହିତ ହେବେ । ବାଦବିବାଦ ଲାଗି ରହିବ । ଆୟ କମିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking