35.1 C
Bhubaneswar
Saturday, March 30, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି ଆର୍ଥିକ ପରିସ୍ଥିତି ଜଟିଳ ହେବ । କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ଘଟିପାରେ । କାର୍ଯ୍ୟଭାର ବଢିବ । ଯୋଗାଯୋଗରେ ଅଗ୍ରଗତି ହେବ । ଧନପ୍ରାପ୍ତି ହେବ ।
ବୃଷ: ଅବ୍ୟକ୍ତଗତ ଦୁର୍ବଳତା ହେତୁ ଅସୁବିଧାରେ ପଡିବେ । ବନ୍ଧୁ ସହଯୋଗ ମିଳିବ । ଶାରୀରିକ ଆଘାତ ପାଇପାରନ୍ତି । ମିତ୍ର ଲାଭ ଯୋଗ ରହିଛି । ଚୋର ଭୟ ହୋଇପାରେ । ଆୟ ଉତ୍ତମ ହେବ ।
ମିଥୁନ: ଆଜି ପୈତୃ୍‌କ ସମ୍ପତ୍ତି ନେଇ ବିବାଦ ସୃଷ୍ଟି ହେବ । ପାରିବାରିକ ହେତୁ ଚିନ୍ତା ବଢିବ । ମନ ଦୁର୍ବଳ ହେବ । ଦେହ ଭଲ ରହିବ ।ବନ୍ଧୁ ବର୍ଗରେ ମତାନ୍ତର ଘଟିବ ।
କର୍କଟ: ଆଜି ଦ୍ରବ୍ୟ ଲାଭ ଯୋଗ ରହିଛି । ଭାତ୍ରୁ ସହଯୋଗ ପ୍ରାପ୍ତି ହେବ । ଋଣ ମୁକ୍ତି ହୋଇପାରନ୍ତି । ପରିଶ୍ରମ ବୃଥା ହେବ । କାର୍ଯ୍ୟ ସଫଳ ହେବ । ଆୟ ବ୍ୟୟ ସମାନ ରହିବ ।
ସିଂହ: ମାନସିକ ବ୍ୟାକୁଳ ବଢିପାରେ । ଆକସ୍ମିକ ଦୁର୍ଘଟଣା ଦେଖାଦେବ । ବାଧ୍ୟ ହୋଇ କାମ କାର୍ଯଁ କରିବେ । ଭୟ ଜିତିବାକୁ ଲାଗିବ । ସାନ୍ତ୍ୱନା ପାଇ ପାରନ୍ତି ।
କନ୍ୟା: ଆଜି ଆର୍ତିକ ସହଯୋଗ ମିଳିପାରେ । ପରିସ୍ଥିତି ପ୍ରତିକୂଳ ହେବ । ତ୍ରୁଟି ସୁଧାରି ପାରିବେ । ଅଭାବ ପଛାଇ ପାରିବ । ବିରୋଧ ଉପୁଜି ପାରେ । ଚାପରେ ପଡି କାର୍ଯ୍ୟ କରିବେ ।
ତୁଳା: ସକାଳୁ ସକାଳୁ ବନ୍ଧୁ ଦର୍ଶନ କରିପାରନ୍ତି । ଅସ୍ଥିରତା ଅନୁଭବ କରିବେ । ବିରକ୍ତି ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ ।
ବିଛା : ଆର୍ଥିକ ଅନାଟନ ଦୂରୀଭୂତ ହେବ । ମାନସିକ ପ୍ରତିକ୍ରିୟା ଭୋଗିବେ । ଅର୍ଥ ଲାଭ ହୋଇପାରେ । ହଠାତ ବିପଦରେ ପଡିବେ । କଳହାଦିରେ ପଡିପାରନ୍ତି । ଆର୍ଥିକ ଲାଭ ହେବ ।
ଧନୁ: ବୃଥା ଅପବାଦ ଭୋଗିପାରନ୍ତି । ସୁଯୋଗର ଉପଯୋଗ କରିବେ । ଅଜଣା ଲୋକଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଅନ୍ୟାୟର ପ୍ରତିରୋଧ କରିବେ । ନୂତନ କାର୍ଯ୍ୟ କରିବେ ।
ମକର: ଆଜି ଉଦର ବ୍ୟଥା ଭୋଗିବେ । ବିଭିନ୍ନ ଦିଗରୁ ଲାଭ ବଢିବ । କ୍ଳାନ୍ତି ଓ ଅବସାଦ ରହିବେ । ହଠାତ ଦୁର୍ଘଟଣାରେ ପଡିପାରନ୍ତି । ବ୍ୟବସାୟରେ ଲାଭ ହେବ ।
କୁମ୍ଭ: ଅଭାବ ଦୂରେଇ ଯିବ । ବନ୍ଧୁ ମେଳରେ ଅପ୍ରିୟ ହେବେ । ଆଗ୍ରହ ବଢି ବୃଥାରେ କ୍ଷତି ସହିବେ । ଅବାଞ୍ଛିତ ଘଟଣା ଘଟିପାରେ । ଗୁରୁଜନ ମାନଙ୍କ ପାଇଁ ଚିନ୍ତା ବଢିବ । ବନ୍ଧୁ ମେଳରେ ଅପ୍ରିୟ ହେବେ ।
ମୀନ: ଆର୍ଥିକ ଉନ୍ନତି ଘଟିବ । ସହଯୋଗ ମିଳିପାରେ । ଅର୍ଥଲାଭ ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ । ପଥ ଭ୍ରଷ୍ଟ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking