32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ: ନୂତନ କର୍ମ ସଂସ୍ଥାନ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ବନ୍ଧୁ ସହଯୋଗ ମିଳିବ । ମହିଳାମାନେ ସୁଖୀ ହେବେ ।
ବୃଷ: ଆଜି ଚାକିରିରେ ପଦୋନ୍ନତି ହେବ । ନିଜ ବ୍ୟବସାୟରେ ଲାଭବାନ ହେବେ । ନୂତନ ଦ୍ରବ୍ୟ ଲାଭ, ଆର୍ôଥକ ସମସ୍ୟାର ସମାଧାନ ଲାଗି ଶତ୍ରୁମାନେ ହଇରାଣ କରିପାରନ୍ତି । ମହିଳାମାନେ ଚିନ୍ତିତ ରହିବେ ।
ମିଥୁନ: କର୍ମକ୍ଷେତ୍ରରେ ମାନସିକ ଆଶାନ୍ତି ଦେଖାଦେବ । ବନ୍ଧୁ ସହଯୋଗ ମିଳିପାରେ । ସାମାଜିକ ସମ୍ମାନ ମିଳିବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମହିଳା ମାନେ ସୁଖୀ ହେବେ ।
କର୍କଟ: ପରିଶ୍ରମ ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ । ନିଜର ବୁଦ୍ଧି ବଳରେ କାର୍ଯ୍ୟସିଦ୍ଧି ହୋଇପାରେ । ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ମହିଳା ମାନେ ବନ୍ଧୁଙ୍କ ସହଯୋଗ ପାଇବେ ।
ସିଂହ:ଆଜି ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ଆଶା କମ । କଠିନ ପରିଶ୍ରମ ଦ୍ୱାରା ଧନ ଉପାର୍ଜନ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟକରିବା ପାଇଁ ଆଲୋଚନା ହେବ । ଛାତ୍ରଛାତ୍ରୀ ମାନେ ଉପକୃତ ହେବାର ଆଶା କମ ।
କନ୍ୟା:କର୍ମ କ୍ଷେତ୍ରରେ ଅନନ୍ଦର ବାତା ବରଣ ଦେଖାଦେବ । ଅର୍ଥ ଲାଭର ସୁଯୋଗ ମିଳିବ । ପାରିବାରିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଲାଭବାନ ହେବେ । ଆଜି ଧର୍ମକାର୍ଯ୍ୟରେ ନିୟୋଜିତ ହେବେ ।
ତୁଳା:ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ଉନ୍ନତି ଦେଖାଦେବ । ପାରିବାରିକ ସୁଖ ବୃଦ୍ଧି ପାଇବ । ଶତ୍ରୁମାନେ ଚପରାଜିତ ହେବେ । ମହିଳା ମାନେ ସୁଖୀ ହେବେ । ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିବେ ।
ବିଛା: ସାମାନ୍ୟ ପରିଶ୍ରମରେ ସଫଳତା ଲାଭ କରିବେ । ବନ୍ଧୁ ସହଯୋଗ ମିଳିବ । ବ୍ୟବସାୟରେ ବାଧା ବିଘ୍ନ ଦୂର ହେବ । ମାଲିମକୋଦ୍ଦମାରେ ହଇରାଣ ହୋଇପାରନ୍ତି । ପାରିବାରିକ ସୁଖ ବୃଦ୍ଧି ହେବ । ମହିଳା ମାନେ ଧର୍ମ ପରାୟଣ ହେବେ ।
ଧନୁ: ନିୟମିତ ରୋଜଗାର ପ୍ରଶସ୍ତ ହେବ । ବନ୍ଧୁ ସହଯୋଗରେ କାର୍ଯ୍ୟ ସିଦ୍ଧି ହେବ । ବ୍ୟବସାୟରେ ସଫଳତା ଲାଭ କରିପାରନ୍ତି । ଅତିଥି ମାନଙ୍କ ଦ୍ୱାରା କଟୁକ୍ତି ଶୁଣିପାରନ୍ତି । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।
ମକର: ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥତି ସୁଦୃଢ ହେବ । ନୂତନ ଦ୍ରବ୍ୟ ଲାଭର ଯୋଗ ଅଛି। ବନ୍ଧୁ ସହଯୋଗ ମିଳିବ । ପାରିବାରିକ ସୁଖ ମିଳିବ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
କୁମ୍ଭ:ଚାକିରୀରେ ପଦୋନ୍ନତିର ଆଶା ଅଛି । ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ଉଚ୍ଚ ପଦସ୍ତ କର୍ମଚାରୀଙ୍କ ସହ ସମ୍ପର୍କ ଯୋଗୁଁ ଲାଭବାନ ହେବେ । ମହିଳା ମାନେ ସନ୍ତାନଙ୍କ ସୁଖରେ ସୁଖୀ ହେବେ ।
ମୀନ:ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ସହଯୋଗୀ ମାନଙ୍କ ସହ ମତାନ୍ତର ଦୂର ହେବ । କର୍ମ କ୍ଷେତ୍ରରେ ଅତ୍ୟାଧିକ ପରିଶ୍ରମ ଦ୍ୱାରା ଲାଭବାନ ହେବେ । ଅସୁସ୍ଥତା ଅନୁଭବ କରିବେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking