29.1 C
Bhubaneswar
Thursday, May 2, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି କାର୍ଯ୍ୟରେ ଆଂଶିକ ସଫଳତା ମିଳିବ । ଅନ୍ୟର ପ୍ରେରଣାରେ କାର୍ଯ୍ୟ କରିପାରନ୍ତି । ସୁଯୋଗର ସଦବ୍ୟବହାର କରିବେ । ନିଜର ଯୁକ୍ତି ବଦଳରେ ଶତୃକୁ ପରାସ୍ତ କରିବେ ।
ବୃଷ: କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୁରୁଜନଙ୍କ ପ୍ରିୟ ଭାଜନ ହେବେ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ନିଜର ଦୁର୍ବଳତା ଅନୁଭବ କରିପାରନ୍ତି । ମାନସିକ ବ୍ୟସ୍ତତା ବଢ଼ିବ ।
ମିଥୁନ: ଭ୍ରମଣାଦିରୁ ଆନନ୍ଦ ମିଳିପାରେ । କୌଣସି ଆଲୋଚନା ସଫଳ ହେବ । ଅଭାବ ଦୂରେଇ ଯିବ । ଉତ୍ସବାଦିରେ ଯୋଗ ଦେଇପାରନ୍ତି । ଗୃହରେ ବୁଝାମଣା ସୃଷ୍ଟି ହେବ ।
କର୍କଟ: ନୂତନ କର୍ମରେ ଯୋଗ ଦେଇପାରନ୍ତି । କଷ୍ଟ ଅନୁଭବ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ସମ୍ମାନିତ ହୋଇପାରନ୍ତି । ବିପଦରେ ପଡ଼ି ହଇରାଣ ହେବେ ।
ସିଂହ: ଆଜି ଆକସ୍ମିକ ଧନଲାଭ ହୋଇପାରେ । କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଲାଭ ଘଟିବ । ଆର୍ôଥକ ଉନ୍ନତି ହୋଇପାରେ । କର୍ମରେ ନିଷ୍ଠାବାନ ହେବେ । ଅଜଣା ଲୋକଙ୍କ ଦ୍ୱାରା ଉପକୃତ ହେବେ ।
କନ୍ୟା: ପାରିବାରିକ ଜୀବନରେ କ୍ରୋଧିତ ହୋଇପାରନ୍ତି । ଆୟ ଖୁବ ଭଲ ହେବ । ଧୈର୍ଯ୍ୟର ସହ କାର୍ଯ୍ୟ କରି ଖୁସି ହେବେ । ସେବା ମୂଳକ କାର୍ଯ୍ୟରେ ଆଗଭର ହେବେ ।
ତୁଳା: ଆଜି ମାନସିକ ଦୃଢ଼ତା ବଢ଼ିବ । ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ । ମନରେ କଷ୍ଟ ଲାଗିପାରେ । କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଭୋଜନାଦିରେ ତୃପ୍ତି ହେବ ।
ବିଛା: ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଜମିକ୍ରୟ କରିପାରନ୍ତି । ଗୃହ ନିର୍ମାଣରେ ଲାଗି ପଡ଼ିବେ । ନିତ୍ୟ ବ୍ୟବହାର ପଦାର୍ଥ କ୍ରୟ କରିବେ । ମହିଳାମାନେ ସ୍ୱର୍ଣ୍ଣ କିଣିପାରନ୍ତି ।
ଧନୁ: ଆୟ କରିବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ବୃଥା ବ୍ୟୟରେ ପଡ଼ିପାରନ୍ତି । ଲାଭରେ ବାଧା ଘଟିବ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବ । ଦୂରଯାତ୍ରାରଯୋଗ ଅଛି ।
ମକର: ଆଜି ଉତ୍ସବାଦିରେ ସମ୍ମାନିତ ହେବେ । ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ । ଦେହ ଭଲ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଦୂରଯାତ୍ରାରେ ଲାଭପାଇବେ ।
କୁମ୍ଭ: ବ୍ୟବସାୟରୁ ଅଶାନ୍ତି ବଢ଼ିପାରେ । ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ଆଂଶିକ ସଫଳତା ପାଇପାରନ୍ତି । ବିପଦର ଆଭାସ ପାଇବେ । ମନର ଅବସ୍ଥା ଭଲ ରହିବ ।
ମୀନ: ସତକର୍ତା ଅବଲମ୍ବନ କରିବେ । ଆୟ ଉତ୍ତମ ହେବ । ରାଜନୈତିକ ଅସ୍ଥିରତା ଲାଗି ରହିବ । ସାହାଯ୍ୟ ବୃଥା ହେବ । ଗଣ୍ଡଗୋଳରୁ ଲାଭ ଉଠାଇବେ । କାର୍ଯ୍ୟରେ ବିଘ୍ନ ଉପୁଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking