31.1 C
Bhubaneswar
Wednesday, August 5, 2026
Homeଓଡିଶାବୌଦ୍ଧରେ ବାଘ ଆତଙ୍କ !

ବୌଦ୍ଧରେ ବାଘ ଆତଙ୍କ !

ବୌଦ୍ଧ : ଗାଁରେ ବାଘ ଆତଙ୍କ । ଗାଇକୁ ମାରି ଖାଇଲା ବାଘ । ବୌଦ୍ଧ ସମାକୁପା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲକୁ ପ୍ରବେଶ ବାରଣ କରାଯାଇଛି । ସେପଟେ ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ହୋଇଥାଇପାରେ ବୋଲି ସୂଚନା ଦେଇଛି ବନବିଭାଗ । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ଗାଈଚରାଳି ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ନେଇଥିଲେ । କିନ୍ତୁ ସନ୍ଧ୍ୟାରେ ଗୋଟିଏ ଗାଇ କମ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ଗାଇର ମୃତଦେହ ସହ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking