29.4 C
Bhubaneswar
Saturday, May 4, 2024
Homeଓଡିଶାନନ୍ଦନକାନରେ ମହାବଳ ବାଘ ସେଫ୍‌ ଅସୁସ୍ଥ

ନନ୍ଦନକାନରେ ମହାବଳ ବାଘ ସେଫ୍‌ ଅସୁସ୍ଥ

ଭୁବନେଶ୍ବର : ମହାବଳ ବାଘ ସେଫ୍‌ ଅସୁସ୍ଥ । ସେ ଝାଡ଼ା ଜନିତ ରୋଗରେ ଅସୁସ୍ଥ ହୋଇଥିବା ଜଣାପଡିଛି। ଝାଡ଼ାର ରଙ୍ଗ ପରିବର୍ତ୍ତନ ହୋଇଛି । ଯାହା ସାଧାରଣ ନୁହେଁ ବୋଲି ଡାକ୍ତରମାନେ କହୁଛନ୍ତି । ତାକୁ ପ୍ରାଣୀ ଉଦ୍ୟାନର ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ଆଣ୍ଟିବାୟୋଟିକ, ଭିଟାମିନ ଓ ଓଆରଏସ୍‌ ଦିଆଯାଉଛି । ସୂଚନା ମୁତାବିକ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଫଡିଙ୍ଗ ଚ୍ୟାମ୍ବରରେ ରହୁଥିବା ମହାବଳ ବାଘ ସେଫ୍‌ ଅସୁସ୍ଥ ହୋଇଛି । ସେ ଝାଡ଼ା ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡିଛି । ତାକୁ ପ୍ରାଣୀ ଉଦ୍ୟାନର ଡାକ୍ତରମାନେ ସେଫ୍‌କୁ ଚିକିତ୍ସା କରୁଛନ୍ତି। ମହାବଳ ବାଘକୁ ଆଣ୍ଟିବାୟୋଟିକ, ଭିଟାମିନ ଓ ଓଆରଏସ୍‌ ଦିଆଯାଉଛି । ତେବେ ଆଜି ବାଘ ମଳ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking