29.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶା ହାଇକୋର୍ଟର ୩ ନୂଆ ଜଜ

ଓଡିଶା ହାଇକୋର୍ଟର ୩ ନୂଆ ଜଜ

କଟକ: ଓଡିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଜଣେ ଆଇନଜୀବି ଏବଂ ୨ ଜୁଡିସିଆଲ ଅଫିସରଙ୍କୁ ଜଜ ଭାବେ ନିଯୁକ୍ତି ଦେଇଛନ୍ତି । ଆଇନଜୀବୀ ମୃଗାଙ୍କ ଶେଖର ସାହୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବି ଜଜ ଭାବେ ନିଯୁକ୍ତ ହୋଇଛନ୍ତି । ୩ ବିଚାରପତିଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking