28.1 C
Bhubaneswar
Thursday, March 28, 2024
Homeଓଡିଶାହେଲମେଟ୍ ପାଇଁ ହଜାରେ ଗଣିଲେ ମନ୍ତ୍ରୀ ଓ ବିଧାୟକ

ହେଲମେଟ୍ ପାଇଁ ହଜାରେ ଗଣିଲେ ମନ୍ତ୍ରୀ ଓ ବିଧାୟକ

ବାଲେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ସ୍ୱରୁପ ଦାସଙ୍କୁ ଧରିଲା ଟ୍ରାଫିକ୍ ପୋଲିସ । ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଉଭୟ ଯାଉଥିବାରୁ ଜିରିମାନା ଗଣିଛନ୍ତି ବୋଲି ସୂଚନା ମିଳିଛି । ବାଇକ୍ ମାଲିକଙ୍କ ନାଁରେ କଟାହେଲା ଚାଲାଣ । ଫାଇନ୍ ଦେଲେ ବିଧାୟକ । ବାଲେଶ୍ୱର ହେମକାପଦା ଛକରେ ହେଲମେଟ୍ ଯାଞ୍ଚ ବେଳେ ଧରାପଡ଼ିଲେ । ମନ୍ତ୍ରୀଙ୍କ ପଛରେ ବସାଇ ବାଇକ୍ ଚଲାଉଥିଲେ ବିଧାୟକ ସ୍ୱରୁପ ଦାସ । ବିଭିନ୍ନ ସ୍କୁଲ୍‌କୁ ଯାଞ୍ଚ ପାଇଁ ଯିବା ସମୟରେ ଟ୍ରାଫିକ୍‌ରେ ଧରାପଡ଼ିଥିଲେ । ବାଇକ୍ ମାଲିକଙ୍କ ନାଁରେ ୧ ହଜାର ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ । ପରେ ଟ୍ରାଫିକ୍ ଥାନାରେ ପହଞ୍ଚି ୧ ହଜାର ଫାଇନ୍ ଦେଇଥିଲେ ବିଧାୟକ ।

ପିଲା ଥଙ୍ଗେଇଲେ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking