ପିଲା ଥଙ୍ଗେଇଲେ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବାଲେଶ୍ୱର : ଅଚାନକ ସହରର ୫ଟି ସ୍କୁଲ୍ ଯାଞ୍ଚ କଲେ ଗଣଶିକ୍ଷା ମନ୍ତ୍ରୀ । ମହାବୀର ନୋଡ଼ାଲ ୟୁପି ସ୍କୁଲ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି । ପିଲା ପଣକିଆ କହି ନପାରିବାରୁ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତୃତୀୟ ଶ୍ରେଣୀ ପିଲା ତିକିକ ପଣିକିଆ ନକହିବାରୁ ମନ୍ତ୍ରୀଙ୍କ ପକ୍ଷରୁ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ … Continue reading ପିଲା ଥଙ୍ଗେଇଲେ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ