30.1 C
Bhubaneswar
Wednesday, April 24, 2024
Homeଓଡିଶାଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଜଣାପଡ଼ିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । କିନ୍ତୁ ରାଜ୍ୟରେ ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସଂକ୍ରମଣ ବଢୁଥିବାରୁ ଏବେଠାରୁ ଜୁଲାଇ ମାସର ସ୍ଥିତି ଆକଳନ କରି ହେବ ନାହିଁ । ସଂକ୍ରମଣ ବଢୁଥିବାରୁ କଣ୍ଟେନମେଣ୍ଟ ଜୋନ୍ ର ଆବଶ୍ୟକତା ରହିଛି । କିନ୍ତୁ ଗୋଟିଏ କେସ୍ ହେଲେ କଣ୍ଟେନମେଣ୍ଟ କରାଯିବ ନାହିଁ । ଯଦି ଅଧିକ କେସ୍ ଚିହ୍ନଟ ହେବ , ତେବେ କଣ୍ଟେନମେଣ୍ଟ କରାଯିବ ।
ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ହୋଇଛି । ୨୦୯୪ଜଣ  ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୫୧୮୯ ଜଣ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking