36.1 C
Bhubaneswar
Saturday, May 16, 2026
Homeଓଡିଶାଯଥେଷ୍ଟ ତୈଳ ଅଛି: ଆଇଓସିଏଲ

ଯଥେଷ୍ଟ ତୈଳ ଅଛି: ଆଇଓସିଏଲ

ଭୁବନେଶ୍ୱର: ଯଥେଷ୍ଟ ତୈଳ ଅଛି, ଆଦୌ ଭୟଭୀତ ନ ହେବାକୁ ଆଇଓସିଏଲ ନିବେଦନ କରିଛନ୍ତି । ଆଇଓସିଏଲ ସିଜିଏମ କମଲ ସିଲ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି । ସବୁ ରିଟେଲ ଆଉଟଲେଟରେ ଯଥେଷ୍ଟ ତେଲ ଅଛି, ଅଯଥା ଧାଡି ଲଗାନ୍ତୁନି । ଯେତିକି ଆବଶ୍ୟକ ସେତିକି ତେଲ କିଣନ୍ତୁ । ଗୁଜବରେ ବିଶ୍ୱାସ କରନ୍ତୁନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking