ବଣାଇ: ଅଜଣା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ଚାନ୍ଦିପୋଷ ଥାନା କୁମାକେଲା ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ହତ୍ୟା ପରେ କେହି ପୋଡିଥିବା ସନ୍ଦେହ ମିଳିଛି । ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ôଦତଦନ୍ତ ଆରମ୍ଭ କରିଛି ।