29.1 C
Bhubaneswar
Friday, May 17, 2024
Homeବ୍ରେକୀଙ୍ଗଟ୍ରେନ୍ ଧକ୍କାରେ ଯୁବକ ଗୁରୁତର, କଟିଗଲା ୨ ଗୋଡ଼

ଟ୍ରେନ୍ ଧକ୍କାରେ ଯୁବକ ଗୁରୁତର, କଟିଗଲା ୨ ଗୋଡ଼

ଯାଜପୁର : ଯାଜପୁର କେନ୍ଦୁଝର ରୋଡ଼ ରେଳଷ୍ଟେସନରେ ଅଘଟଣ । ପ୍ଲାଟଫର୍ମରୁ ଖସିପଡି ଚଳନ୍ତା ଟ୍ରେନ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ୨ ଗୋଡ କରାଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ତରୁଆଁ ଗ୍ରାମର ଅର୍ଜୁନ ଭଞ୍ଜ ବୋଲି ଜଣାପଡ଼ିଛି । ସେ ଜନ୍ମରୁ ମୁକ। ତେବେ ସେ କେଉଁ କାରଣରୁ ଏଠାକୁ ଆସିଥିଲେ, ସେନେଇ ରେଳବାଇ ପୋଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking