30.1 C
Bhubaneswar
Wednesday, April 24, 2024
Homeଓଡିଶାଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଯାଜପୁର: ଯାଜପୁର ଜିଲା ଦଶରଥପୁର  ବ୍ଳକ କୟାଁ ପଚାଂୟତ  ଧରମପୁର ଗ୍ରାମରେ ସରକାରୀ ସହୟତା ମିଳିନଥିବା ଅଭିଯୋଗ କରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ରାସନକାର୍ଡ଼, ବନ୍ୟାରେ ଘର ଭାଙ୍ଗିଯଇଥିଲେ ମଧ୍ୟ ପାଲ ମିଳିନଥିବା, ରିଲିଫ ୫ଶହ ଟଙ୍କା ଏବଂ ୫୦ କେଜି ଚାଉଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରପଂଚ ଏବଂ ଏମ.ଆଇ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଏ ନେଇ ଆଜି ସରକାରୀ ସହାୟ୍‌ତା ପାଇବା ଦାବୀନେଇ ଧରମପୁର  ଗ୍ରାମବାସୀମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସହୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking