34.1 C
Bhubaneswar
Thursday, April 25, 2024
Homeଓଡିଶାଉତ୍ତରପ୍ରଦେଶ ଗଣ ଦୁଷ୍କର୍ମ ମାମଲା; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ୟୁପି ମୁଖ୍ୟମନ୍ତ୍ରୀ :...

ଉତ୍ତରପ୍ରଦେଶ ଗଣ ଦୁଷ୍କର୍ମ ମାମଲା; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ୟୁପି ମୁଖ୍ୟମନ୍ତ୍ରୀ : କଂଗ୍ରେସ

ଜୟପୁର : UP ର ଗଣଦୁଷ୍କର୍ମ ମାମଲାକୁ ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତକୁ ବିରୋଧ କରି ଉତ୍ତର ପ୍ରଦେଶ ପୋଲୀସ ବିଭାଗ ରାହୁଲଙ୍କ ପ୍ରତି ଅଶ୍ଳୀଳନ ବ୍ୟବହାର ଓ ବର୍ବରଚୀତ ଆକ୍ରମଣକୁ ନେଇ ଯୋଗୀ ଆଦିତ୍ୟଙ୍କ ଅମାନବିୟତା ଚରମସୀମାକୁ ପହଞ୍ଚି ଥିବା ନେଇ କୋରାପୁଟ ଜିଲ୍ଲା ମହିଳା ସଙ୍ଘର ସଭାପତି ନଳୀନି ରଥ ମତ ପ୍ରକାଶ କରୀଛନ୍ତି । ବିଳମ୍ବ ନ କରୀ ଉତ୍ତର ପ୍ରଦେସ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରୀବା ସାଥେ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦାବି କରୀଛନ୍ତି ।

ଏଭଳି ଘଟଣାକୁ ଘୋର ନିନ୍ଦା କରୀବା ଶୋହ ଗଣତନ୍ତ୍ରର ମୂଲ୍ୟବଧ ଓ ରାଜନୌତିକ ସମୋସ୍ତ ଶାଳୀନତାକୁ କ୍ଷୁର୍ଣ୍ଣ କରୀଥୀବାରୁ କୋରାପୁଟ ଜିଲ୍ଲା କଂଗ୍ରେସ ଦଳର ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ତରଫରୁ ଘର ପ୍ରତିବାଦ କୋରାଯାଇଛି । ଆଉ ପ୍ରାୟ ତିନିଘଣ୍ଟା କାଳ ଜୟପୁର କଂଗ୍ରେସ ଭବନ ସାମ୍ନାରେ ଶାନ୍ତପୂର୍ବକ ଗଣଧାରଣା ଦିଆଜାଇଥିଲା । ବରିଷ୍ଟ କଂଗ୍ରେସ କୋର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking