40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାନସଭା ସଚିବଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବଢ଼ିଲା

ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍ (ପଦୋନ୍ନତିପ୍ରାପ୍ତ) ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳକୁ ପୁଣିଥରେ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଶତପଥୀ ପୁଣିଥରେ ଓଡ଼ିଶା ବିଧାନସଭାର ଓଏସ୍‌ଡି ତଥା ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ୨୦୨୩ ଫେବୃୟାରୀ ୧ରୁ ଏକବର୍ଷ ପାଇଁ କାର୍ଯ୍ୟ କରିବେ । ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଭାବେ ସୁବିଧାସୁଯୋଗ ପାଇବେ। ସୂଚନାଯୋଗ୍ୟ, ଶ୍ରୀ ଶତପଥୀ ଅବସର ନେବାପରେ ପୁଣିଥରେ ତାଙ୍କୁ ବର୍ଷକ ପାଇଁ ସଚିବ ତଥା ଓଏସଡି ଭାବେ ନିଯୁକ୍ତି ମିଳିଥିଲା । ବିଶେଷକରି ଶ୍ରୀ ଶତପଥୀଙ୍କର କାର୍ଯ୍ୟଦକ୍ଷତା ଏବଂ ସମାୟାନୁବର୍ତ୍ତୀତାକୁ ବିଚାର କରି ରାଜ୍ୟ ସରକାର ତାଙ୍କୁ ପୁନଃନିଯୁକ୍ତି ଦେଇଥିବା ଜଣାପଡ଼ିଛି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking