30.1 C
Bhubaneswar
Saturday, March 15, 2025
Homeଓଡିଶାସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ

ସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ

ରାଉଲକେଲା: ସ୍କୁଲରେ ମଦ ବ୍ୟବସାୟ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଚାଲୁଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ । ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ ବ୍ୟବସାୟୀ ପବନ ମିତ୍ତଲ ଓ ଘରୋଇ ସ୍କୁଲ ମାଲିକ ସୁରେନ୍ଦ୍ର ଡାଇକଙ୍କୁ ଗିରଫ କରଯାଇଛି । ଉଭୟଙ୍କ ନିକଟରୁ ମଦ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ଲେବୁଲ, କ୍ୟାପ୍‌, ଇଏଏଲ, ଖାଲି ବୋତଲ, ଗୋଟିଏ କାର ଜବତ ହୋଇଛି । ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ବିଭିନ୍ନ ଢାବାରେ ବିକ୍ରୀ କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣାପଡ଼ିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking