31.1 C
Bhubaneswar
Tuesday, May 26, 2026
Homeଓଡିଶାପାଣିରେ ବୁଡି କଟକରେ ସର୍ୱାଧିକ ମୃତ୍ୟୁ

ପାଣିରେ ବୁଡି କଟକରେ ସର୍ୱାଧିକ ମୃତ୍ୟୁ

ଭୁବନେଶ୍ୱର : ୩ ବର୍ଷରେ ପାଣିରେ ବୁଡି ୨୦୬୪ ଜଣଙ୍କ ମୃତ୍ୟୁ ହୋଇଛି । ସମୁଦ୍ର , ନଦୀ ଓ ପୋଖରୀରେ ବୁଡି କରିଛନ୍ତି ମୃତ୍ୟୁବରଣ । କଟକରେ ସର୍ୱାଧିକ  ୨୫୨ ଜଣଙ୍କ  ପାଣିରେ ବୁଡି ମୃତ୍ୟୁ ହୋଇଛି । ମୟୁରଭଞ୍ଜରେ ୨୫୧ , କୋରାପୁଟରେ ୨୦୭ ଜଣଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁରରେ ୧୦୨ ଜଣଙ୍କ ଯାଇଛି ଜୀବନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking