29.1 C
Bhubaneswar
Wednesday, April 23, 2025
Homeଓଡିଶାସ୍ତ୍ରୀକୁ ମାରି ଶବ ଜଗିଲା ସ୍ୱାମୀ

ସ୍ତ୍ରୀକୁ ମାରି ଶବ ଜଗିଲା ସ୍ୱାମୀ

ମୟୁରଭଞ୍ଜ: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । କାଠ ଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ହତ୍ୟା ପରେ ସ୍ତ୍ରୀ ଶବ ପାଖରେ ଜଗି ବସିଲା ପିଶାଚ ସ୍ୱାମୀ । ଏଭଳି ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଘଟିଛି । ପୁରା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ହେଲେ ୨୪ ବର୍ଷୀୟା ସବିତା ଭୋକ୍ତା । ଅଭିଯୁକ୍ତ ଫୋତଲ ଭୋକ୍ତାକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking