33.1 C
Bhubaneswar
Saturday, April 27, 2024
Homeଓଡିଶାଛାତ୍ରଙ୍କୁ ଏନଆଇଏ ଉଠାଇନେବା ଘଟଣାରେ ଏମିତି କହିଲେ ପୋଲିସ କମିସନର

ଛାତ୍ରଙ୍କୁ ଏନଆଇଏ ଉଠାଇନେବା ଘଟଣାରେ ଏମିତି କହିଲେ ପୋଲିସ କମିସନର

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ଛାତ୍ରଙ୍କୁ ଉଠାଇନେଇଛି ଏନଆଇଏ । ଏହି ଘଟଣାରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତିି ଯେ, ଏନଆଇଏର ଏକ ତଦନ୍ତ ସମ୍ପର୍କରେ ଛାତ୍ରକୁ ପଚରାଉଚରା କରାଯାଉଛି । ଏହି ତଦନ୍ତ ଆତଙ୍କବାଦ ସମ୍ପର୍କିତ ନୁହେଁ ପୋଲିସ କମିସନର କହିଛନ୍ତି । ତେବେ ଛାତ୍ରଜଣଙ୍କୁ ଖଣ୍ଡଗିରି ଥାନାରେ ପଚରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking