32.1 C
Bhubaneswar
Tuesday, April 23, 2024
Homeନାଗାଲାଣ୍ଡ ବିଧାନସଭା ନିର୍ବାଚନନଗାଲାଣ୍ଡରେ ମ୍ୟାଜିକ୍ ନମ୍ବର ଡେଇଁଲା ଏନ୍‌ଡିଏ

ନଗାଲାଣ୍ଡରେ ମ୍ୟାଜିକ୍ ନମ୍ବର ଡେଇଁଲା ଏନ୍‌ଡିଏ

ବ୍ୟୁରୋ: ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି।

୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ନଗାଲାଣ୍ଡରେ ମ୍ୟାଜିକ୍ ନମ୍ବର ଡେଇଁଲା ଏନ୍‌ଡିଏ । ବିଜେପି-୧୨ ଓ ମେଣ୍ଟ ଦଳ ଏନ୍‌ଡିପିପି-୨୪ଟି ଆସନରେ ଆଗୁଆ । ମେଘାଳରେ ଏନ୍‌ପିପି-୨୬, ବ୨ିଜେପି ୮ଟି ଆସନରେ ଆଗୁଆ ।

ପ୍ରାରମ୍ଭରେ ଟ୍ରେଣ୍ଡ : ବିଜେପି ମେଣ୍ଟର ବଡ଼ ବିଜୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking