34.1 C
Bhubaneswar
Friday, March 29, 2024
Homeତ୍ରିପୁରା ବିଧାନସଭା ନିର୍ବାଚନପ୍ରାରମ୍ଭରେ ଟ୍ରେଣ୍ଡ : ବିଜେପି ମେଣ୍ଟର ବଡ଼ ବିଜୟ

ପ୍ରାରମ୍ଭରେ ଟ୍ରେଣ୍ଡ : ବିଜେପି ମେଣ୍ଟର ବଡ଼ ବିଜୟ

ବ୍ୟୁରୋ: ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି।

୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପ୍ରାରମ୍ଭତକ ଟ୍ରେଣ୍ଡରେ ତ୍ରିପୁରା, ନାଗାଲାଣ୍ଡରେ ବିଜେପି ମେଣ୍ଟ ଆଗରେ । ତ୍ରିପୁରରେ ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି ମେଣ୍ଟ। ୬୦ ଆସନରୁ ୩୧ ଆସନରେ ବିଜେପି ମେଣ୍ଟ ଆଗୁଆ । ସିପିଏମ୍‌-୧୪, ଟିଏମ୍‌ପି-୯, କଂଗ୍ରେସ ୩ଟି ଆସନରେ ଆଗୁଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking